ଉତ୍କଳ ସାଂସ୍କୃତିକ ସମାଜବିଶାଖାପାଟଣI |
|||||
ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ୨୦୨୦-୨୦୨୧ | |||||
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୨୦-୨୦୨୧ | |||||
ମାତା ଲକ୍ଷ୍ମୀଦେବୀ ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୨୦-୨୦୨୧ | |||||
ମହାବିଷୁବ ପଣାସଂକ୍ରାନ୍ତି | ୧୩/୦୪/୨୦୨୦ | ସୋମବାର | ଗଜଲକ୍ଷ୍ମୀପୂଜା (କୁମାର ଉତ୍ସବ) | ୩୧/୧୦/୨୦୨୦ | ଶନିବାର |
ଅକ୍ଷୟତୃତୀୟା ଓ ରଥକାର୍ଯ୍ୟ ଅନୁକୂଳ | ୨୬/୦୪/୨୦୨୦ | ରବିବାର | ଦୀପାବଳୀ ଉତ୍ସବ (ଦୀପଦାନ) ପୟା ଶ୍ରାଦ୍ଧ | ୧୪/୧୧/୨୦୨୦ | ଶନିବାର |
ଦେବସ୍ନାନ ପୁର୍ଣିମା | ୦୫/୦୬/୨୦୨୦ | ଶୁକ୍ରବାର | ମାର୍ଗଶିର ମାସ ଗୁରୁବାର ଓ ଶ୍ରାବଣ ମାସ ଶୁକ୍ରବାର କୁଙ୍କୁମ ପୂଜା | ||
ଶ୍ରୀଜିଉଙ୍କର ନେତ୍ରୋତ୍ସବ। | ୨୦/୦୬/୨୦୨୦ | ଶନିବାର | |||
ନବଯୌବନ ଦର୍ଶନ | ୨୧/୦୬/୨୦୨୦ | ରବିବାର | ମାତା ଲକ୍ଷ୍ମୀଦେବୀ ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୨୦-୨୦୨୧ | ||
ଶ୍ରୀଜିଉଙ୍କର ଉଭାଯାତ୍ରା | ୨୨/୦୬/୨୦୨୦ | ସୋମବାର | ସାବିତ୍ରୀ ବ୍ରତ ପୂଜା | ୨୨/୦୫/୨୦୨୦ | ଶୁକ୍ରବାର |
ଶ୍ରୀଗୁଣ୍ଡିଚା ରଥଯାତ୍ରା | ୨୩/୦୬/୨୦୨୦ | ମଙ୍ଗଳବାର | ବିମଳାଦେବୀଙ୍କର ଶାରଦୀୟ ନବରାତ୍ର | ୧୭/୧୦/୨୦୨୦ | ଶନିବାର |
ହେରାପଞ୍ଚମୀ | ୨୭/୦୬/୨୦୨୦ | ଶନିବାର | ଠାରୁ | ୨୫/୧୦/୨୦୨୦ | ରବିବାର |
ଶ୍ରୀଗୁଣ୍ଡିଚା ବାହୁଡା ଯାତ୍ରା | ୦୧/୦୭/୨୦୨୦ | ବୁଧବାର | ଦୂର୍ଗାପୂଜା ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ | ୨୩/୧୦/୨୦୨୦ | ଶୁକ୍ରବାର ଠାରୁ |
ବଳଭଦ୍ର ଜନ୍ମ-ଗହ୍ମାପୁର୍ଣିମା | ୦୩/୦୮/୨୦୨୦ | ସୋମବାର | ୨୬/୧୦/୨୦୨୦ | ସୋମବାର ପର୍ଯ୍ୟନ୍ତ | |
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ | ୧୧/୦୮/୨୦୨୦ | ମଙ୍ଗଳବାର | ଶ୍ରୀ ବାସନ୍ତିକ ଦୁର୍ଗାପୂଜା ଯୋଗମାୟାପୂଜା | ୨୦/୦୪/୨୦୨୧ | ମଙ୍ଗଳବାର |
କାର୍ତ୍ତିକ ପୁର୍ଣିମା ( ରାସ ପୁର୍ଣିମା) | ୩୦/୧୧/୨୦୨୦ | ସୋମବାର | |||
ଦେବ ଦୀପାବଳୀ ଉତ୍ସବ(ତିନିଦିନ) | ୧୩/୧୨/୨୦୨୦ | ରବିବାର | ଶିବ( କାଶୀ ବିଶ୍ଵନାଥ) ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୨୦-୨୦୨୧ | ||
୧୪/୧୨/୨୦୨୦ | ସୋମବାର | ଶିବ ବିବାହ ଉତ୍ସବ(ଶୀତଳ ଷଷ୍ଠୀ) | ୨୭/୦୫/୨୦୨୦ | ବୁଧବାର | |
୧୫/୧୨/୨୦୨୦ | ମଙ୍ଗଳବାର | ମହାଶିବରାତ୍ରି | ୧୧/୦୩/୨୦୨୦ | ଗୁରୁବାର | |
ଶ୍ରୀଜିଉଙ୍କର ଶ୍ରାଦ୍ଧବେଶ | ୧୪/୧୨/୨୦୨୦ | ସୋମବାର | |||
ଓଢଣ ଷଷ୍ଠୀ (ଘୋଡ ଲାଗି) | ୨୦/୧୨/୨୦୨୦ | ରବିବାର | ଶ୍ରୀଗଣେଶ ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୨୦-୨୦୨୧ | ||
ମକରସଂକ୍ରାନ୍ତି (ପୋଙ୍ଗଲ) | ୧୪/୦୧/୨୦୨୧ | ଗୁରୁବାର | ଶ୍ରୀ ଗଣନାଥ ପୂଜା ( ଗଣେଶ ଚତୁର୍ଥୀ) | ୨୨/୦୫/୨୦୨୦ | ଶୁକ୍ରବାର |
ଦୋଳ ପୁର୍ଣିମା (ଶ୍ରୀଚୈତନ ଜନ୍ମ) | ୨୮/୦୩/୨୦୨୧ | ରବିବାର | ଶ୍ରୀ କାର୍ତ୍ତିକେଶ୍ଵର ( ସୁବ୍ରମନ୍ୟୁମ ସ୍ଵାମୀ) ଅଭିଷେକ ପୂଜା ପ୍ରତ୍ୟେକ ମଙ୍ଗଳବାର | ||
ଶ୍ରୀରାମ ନବମୀ | ୨୧/୦୪/୨୦୨୧ | ବୁଧବାର | ଶ୍ରୀ ହନୁମାନଙ୍କର ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଅଭିଷେକ ସିନ୍ଦୁର ପୂଜା | ||
ଅନ୍ୟାନ୍ୟ ପର୍ବପର୍ବାଣୀ ୨୦୨୦-୨୦୨୧ | |||||
### ଶ୍ରୀ ଜଗନ୍ନାଥମନ୍ଦିରର ପ୍ରତିଷ୍ଠା ଦିବସ - ଫାଲଗୁନ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ୧୪/୦୨/୨୦୨୧ | ରବିବାର | ||||
###ଲକ୍ଷ୍ମୀ ଓ ବିମଳା ମନ୍ଦିରର ପ୍ରତିଷ୍ଠା ଦିବସ - ଚୈତ୍ର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ୧୮/୦୩/୨୦୨୧ | ଗୁରୁବାର | ||||
###ଶିବମନ୍ଦିରର ପ୍ରତିଷ୍ଠା ଦିବସ - ମାଘମାସ ଶୁକ୍ଳପକ୍ଷ ଦଶମୀ ତିଥି | ୨୩/୦୧/୨୦୨୧ | ଶନିବାର | |||
###ଗଣେଶ, କାର୍ତ୍ତିକ ଏବଂ ହନୁମାନ ମନ୍ଦିରର ପ୍ରତିଷ୍ଠା ଦିବସ – ବୈଶାଖ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି ୩୦/୦୪/୨୦୨୦ ଗୁରୁବାର | |||||
***ଆକାଶଦୀପ ପ୍ରଜ୍ଜଳନ ଶ୍ରୀ ଜଗନ୍ନାଥ ମନ୍ଦିରର ସମୁଖରେ କୁମାର ଉତ୍ସବ ପରଦିନ ଠାରୁ କାର୍ତ୍ତିକ ପୁର୍ଣିମା ପର୍ଯ୍ୟନ୍ତ I | |||||
***ପ୍ରତ୍ୟେକ ଇଂରାଜୀ ମାସର ଦ୍ଵିତୀୟ ଶନିବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭଜନ, କୀର୍ତ୍ତନ ଏବଂ ପ୍ରସାଦସେବନର ବ୍ୟବସ୍ଥା ରହିଛି I | |||||
***ପ୍ରତ୍ୟେକ ଇଂରାଜୀ ମାସର ଚତୁର୍ଥ ଶନିବାର ଦରିଦ୍ର ନାରାୟଣ ସେବାର ବ୍ୟବସ୍ଥା ରହିଛି I |